ଚିର ନିଦ୍ରାରେ – “ଶଲାବୁଢ଼ା “ର ନାୟକ ଅଟଳବିହାରୀ ପଣ୍ଡା।

ଅଷ୍ଟିନ୍ ନ୍ଯୁଜ/ସମ୍ବଲପୁର ତା-୦୬-୦୬-୨୦୨୧ ଶଲାବୁଢ଼ା ନିଧନ।ଆମେ କହୁଛୁ ଶଲାବୁଢ଼ା ସିନେମାର ମୁଖ୍ଯ ଚରିତ୍ରରେ ଅଭିନୟ କରୁଥିବା ଅଟଳବିହାରୀ ପଣ୍ଡାଙ୍କ କଥା। ଗତକାଲି ବିଳମ୍ବିତ ରାତି ପ୍ରାୟ ତିନିଟା ପଇଁଚାଳିଶ୍ ରେ ତାଙ୍କର ଦେହାନ୍ତ ହୋଇଯାଇଛି। ତେବେ ସେ ବୁର୍ଲା ଭିମସାରରେ ସେପ୍ଟିସେମିଆ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ୯୨ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି। ସେ ୧୦୦ ରୁ ଉର୍ଦ୍ଧ୍ବ ନାଟକରେ ଅଭିନୟ କରିଥିବା ବେଳେ ଶଲାବୁଢ଼ା ଲାଗି ପଶ୍ଚିମ ଓଡିଶାର ଘରେ ଘରେ … Continue reading ଚିର ନିଦ୍ରାରେ – “ଶଲାବୁଢ଼ା “ର ନାୟକ ଅଟଳବିହାରୀ ପଣ୍ଡା।